1. Hey, wish you a very happy birthday. Hope you have a great day.
(ହେ, ଆପଣଙ୍କୁ ଜନ୍ମଦିନର ବହୁତ ଶୁବେଛା. ଆଶା କରୁଛି କି ଆପଣଙ୍କର ଦିନ ଭଲ ରହୁ. )
2. Happy Birthday - may you have a wonderful year, and may all your wishes come true!
(ଜନ୍ମଦିନର ଅଭିନନ୍ଦନ - ଆଶା କରୁଛି କି ଆପଣଙ୍କର ବର୍ଷଟା ଭଲ ରହୁ, ଏବଂ ଆପଣଙ୍କର ପ୍ରତିଟି ମନକାମନା ପୁର୍ଣ ହେଉ. )
3. May God fill your day with sunshine, and laughter. Have a great birthday. Happy Birthday!
(ଇଶ୍ବର ଆପଣଙ୍କର ଦିନଟିକୁ ପ୍ରକାଶ ଏବଂ ହାସ୍ୟରେ ପୁର୍ଣ କରି ଦିଅନ୍ତୁ. ଆପଣଙ୍କର ଜନ୍ମଦିନ ଭଲ ରହୁ. ଜନ୍ମଦିନ ର ଶୁବେଛା!)
4. Happy Birthday to my fabulous friend! May you have a wonderful day, and a great year ahead.
(ମୋର ବଢିୟା ବନ୍ଧୁକୁ ଜନ୍ମଦିନର ଶୁବେଛା. ଆଶା କରୁଛି କି ଆପଣଙ୍କର ଦିନ, ଏବଂ ଆସନ୍ତା ବର୍ଷ ଭଲ ରହୁ. )
5. Many happy returns of the day. May you have a prosperous year.
(ଏହି ଦିନ ର ବହୁତ ବହୁତ ଶୁବେଛା. ଆଶା କରୁଛି କି ଆପଣଙ୍କର ବର୍ଷ ଟା ସୌଭାଗ୍ୟ ପୁର୍ଣ ହେଉ. )
6. Millions of wishes, hundreds of smiles, lots of love, and thousands of greetings. Wish you a very Happy Birthday.
(ଲକ୍ଷେ କାମନା, ଶହେ ହସ, ବହୁତ ଗୁଡେ ପ୍ରେମ, ଏବଂ ହଜାରଟା ଅଭିନନ୍ଦନ. ଜନ୍ମଦିନ ର ବହୁତ ବହୁତ ଶୁବେଛା. )
If you forget someone's birthday:
1. Belated Happy Birthday. I am really sorry that I missed wishing you yesterday, but my good wishes and thoughts are always with you.
(ଜନ୍ମଦିନ ର ବିଳମ୍ବିତ ଶୁବେଛା. ମୁଁ କ୍ଷମା ଚାହୁଁଛି କି କାଲି ଅଭିନନ୍ଦନ କରି ପାରିଲି ନାହିଁ, କିନ୍ତୁ ମୋର ଶୁଭକାମନା ସର୍ବଦା ତୁମ ସହିତ ଅଛି. )
2. Belated Happy Birthday! Even though I missed your birthday by a mile, I hope you celebrated it with smile.
(ଜନ୍ମଦିନ ର ବିଳମ୍ବିତ ଶୁବେଛା ! ଏହା ସତ୍ୟ କି ମୁଁ ତୁମ ଜନ୍ମଦିନ ଭୁଲି ଗଲୀ, କାମନା କରୁଛି କି ତୁମେ ଏହି ଦିବସ କୁ ହସି ହସି ପାଳନ କରିଥିବ. )
Doubts on this article